ଅବସର ପ୍ରାପ୍ତ ଆଇ. ଏ. ଏସ ଅଫିସର ଶ୍ରୀକାନ୍ତ ପୁଷ୍ଟି ଙ୍କୁ ରାଜ୍ୟ ସରକାର ରାଜ୍ୟ ସମବାୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
odishaswara.com