ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ  ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ସେ ଦଳର ସାଂଗଠନିକ  ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ନବୀନ ୯ମ ଥର ପାଇଁ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। 
ମେ ୧୯ ତାରିଖରେ ବିଜେଡି ନୂଆ ସଭାପତିଙ୍କ ନାମ ଘୋଷଣା କରିବ । ଇତି ମଧ୍ୟରେ ସମସ୍ତ ସାଂଗଠନିକ
ଜିଲ୍ଲା ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି।