ଅଣ୍ଡର-୧୫ ମୁଖ୍ୟମନ୍ତ୍ରୀ ଟ୍ରଫି ଜୋନାଲ କୁଆଲିଫାୟର ଫାଇନାଲରେ ବୁଧବାର ଭୁବନେଶ୍ୱର ଏଫ୍ ସି କଟକ ଏଫ୍ ସି କୁ ୯-୧ ଗୋଲ ରେ ପରାସ୍ତ କରିଛି। ଖେଳ ଆରମ୍ଭରୁ ଭୁବନେଶ୍ୱର ଏଫ୍ ସି ନିଜର ଦବ ଦବା ଜାରି ରଖିଥିଲେ। ଅର୍ଡର ଫ ଏ ର ମଣିଷ କୁମାର ପ୍ରଧାନ ମ୍ୟାଚରେ ଗୋଟିଏ ଗୋଲ୍ ମାରି ନିଜ ଟିମକୁ ଆଗେଇ ନେଇଥିଲେ
odishaswara.com