ସଫେଇ କର୍ମଚାରୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କାର ଜୀବନବୀମା
ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ଟଙ୍କା ମିଳିବ
ଏଥି ସହିତ ସମସ୍ତ ସଫେଇ କର୍ମଚାରୀଙ୍କୁ ସରକାର ମୋବାଇଲ୍ ଦେବେ।ଏହା ଛଡ଼ା ସହରୀ ପିଏମ୍ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର ମିଳିବ ।