Uncategorized

ନୂଆଦିଲ୍ଲୀ: ଭାରତର ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଘାଇଲା ହୋଇଛି । ଖୁବ୍ ଶୀଘ୍ର ପାକିସ୍ତାନ ଏହାର ଜବାବ ଦେବ...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗତ ୩ ମାସ ମଧ୍ୟରେ ୧ ହଜାରରୁ ଊଦ୍ଧ୍ୱର୍ ଅଧିକ ଦୁଗ୍ଧ-ଉତ୍ପାଦନକ୍ଷମ ଗାଈ ସାମିଲ ହୋଇଛନ୍ତି ।...
ଭୁବନେଶ୍ୱର: ପ୍ରତିରକ୍ଷା ବାହୀନିର ଆତଙ୍କବାଦୀ ଅପରେଶନର ସିଧାସଳଖ ପ୍ରସାରଣ ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଇଛନ୍ତି । କୌଣସି ଟିଭି ଚ୍ୟାନେଲ ଆତଙ୍କବାଦୀ...
ଭୁବନେଶ୍ୱର:ବେଆଇନ ଅନୁ ପ୍ରବେଶ୍ ରାଜ୍ୟର ସୁରକ୍ଷା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସରକାରୀ କଳର ନିଷ୍କ୍ରିୟତା ଏବଂ ରାଜନେତାଙ୍କ ଭୋଟ ବ୍ୟାଙ୍କ ଅନୁପ୍ରବେଶ...
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରିବ । ଏଥିସହିତ ଜାତିଗତ ଜନଗଣନା...
ଭୁବନେଶ୍ବର: ରାଜ୍ୟରେ ଆଉ ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)ଗଠିତ ହୋଇଛି।ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ...
ଆରମ୍ଭ ହେଲା ନୂଆ ରାସନ କାର୍ଡ ବଣ୍ଟନଭୁବନେଶ୍ୱର:ରାଜ୍ୟରେ ବହୁ ପ୍ରତୀକ୍ଷିତ ନୂଆ ରାସନ କାର୍ଡବଣ୍ଟନ ପ୍ରକ୍ରିିୟା ୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ...